ଚାତୁର୍ମାସ୍ୟା Chāturmāsyā

  • ସଂ. ବି. ସ୍ତ୍ରୀ. (ଚତୁର୍ମାସ+ଯ+ସ୍ତ୍ରୀ. ଆ) — ଚାତୁର୍ମାସ୍ୟ (ଦେଖ) — Chāturmāsya (See)
  • ଦେ. ବି. (ସଂ. ଚାତୁର୍ମାସ) — ବର୍ଷା ଋତୁର ଚାରି ମାସ — The 4 rainy months of Ṡrābaṇa, Bhādraba, Āṡwina and Kārttika
  • ଦେ. ବି. (ସଂ. ଚାତୁର୍ମାସ) — ବର୍ଷାଋତୁ — The rainy season
  • ଦେ. ବି. (ସଂ. ଚାତୁର୍ମାସ) — ବସି ଚାତୁର୍ମାସ୍ୟା—ଗୀତ ଶୁଣୁଥିଲି ମନେ ପଡ଼େ ତାହା ଏବେ। ନନ୍ଦକିଶୋର—ନିର୍ଝରିଣୀ।