ଚାଟ୍ ଧରିବା Chāṭ dharibā

  • ଦେ. ବି — (ଖରାପ) ଅଭ୍ୟାସ ହେବା — Formation of a habit (bad sense)
  • ଦେ. ବି — କୌଣସି ଦ୍ରବ୍ୟ ପ୍ରତି ଝୁଙ୍କ ଲାଗିବା ବା ଲାଳସା ଜନ୍ମିବା — Growth of a hankering after something once tasted