ଚାଟୁପଟୁ Chāṭupaṭu

  • ସଂ. ବି. ( 7 ମୀ ତତ୍; ଚାଟୁ+ପଟୁ) — ଖୋସାମଦିଆ; ଯେ ଖୁବ୍ ଖୋଷାମଦ କରି ପାରେ — Flattering; expert in flattering
  • ସଂ. ବି. ( 7 ମୀ ତତ୍; ଚାଟୁ+ପଟୁ) — ପ୍ରଭୁର ଅଳୀକ ଯଶ ରଟନେ କେ ରତ, ଚାଟୁପଟୁ x x ରାଧାନାଥ, ମହାଯାତ୍ରା।
  • ସଂ. ବି — ଭାଣ୍ଡ; ବିଦୂଷକ — A jester or fool in a king's; court or in a drama