ଚାଟୁଆଇବା Chāṭuāibā
- ଦେ. କ୍ରି (ସଂ. ଚାଟୁ) — ଖୋଷାମତ କରିବା — To flatter
- ଦେ. କ୍ରି (ସଂ. ଚାଟୁ) — ପାକଳାପାକଳି କରିବା; ମନଘେନା କଥା କହିବା — To coax; to cajole
- ଦେ. କ୍ରି (ସଂ. ଚାଟୁ) — କାର୍ତ୍ତିକେ କୋଳରେ ବସାଇ କହନ୍ତି ବାକ୍ୟ ଚାଟୁଆଇ—ଭୂପତି, ପ୍ରେମପଞ୍ଚାମୃତ।
- ଦେ. କ୍ରି (ସଂ. ଚାଟୁ) — ବିନୟପୂର୍ଣ୍ଣ କଥା କହିବା — To speak with humility;
- ଦେ. କ୍ରି (ସଂ. ଚାଟୁ) — ଦିବ୍ୟ ଭୋଜନ ବିପ୍ରେ ଦେଇ, ବାକ୍ୟ କହିବ ଚାଟୁଆଇ—ଜଗନ୍ନାଥ, ଭାଗବତ।