ଚାଟିବା Chāṭibā
- ଦେ. କ୍ରି (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂ. ଚକ୍ଷଣ; ଲେହନ) — ଜିହ୍ୱାଦ୍ୱାରା ଲେହନ କରିବା — To lick
- ଦେ. କ୍ରି (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂ. ଚକ୍ଷଣ; ଲେହନ) — ଅଷ୍ଟଦୁର୍ଗ ଭୂପତି, ମିଳିନ୍ଦ ସେ ଦମ୍ପତି ପଦାବ୍ମମକରନ୍ଦ ଚାଟିଲା ରେ। କବିସୁର୍ଯ୍ୟ, ସଙ୍ଗୀତକଳ୍ପଲତା।
- ଦେ. କ୍ରି (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂ. ଚକ୍ଷଣ; ଲେହନ) — ଜିଭଦ୍ୱାରା ସ୍ୱାଦ ଗ୍ରହଣ କରିବା; — To taste with the tongue
- ଦେ. କ୍ରି (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂ. ଚକ୍ଷଣ; ଲେହନ) — (ଲକ୍ଷଣାର୍ଥ) ବ୍ୟଗ୍ରତା ସହିତ ଖାଇବା — (figurative) To eat with gusto
- ଦେ. କ୍ରି (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂ. ଚକ୍ଷଣ; ଲେହନ) — (ଲକ୍ଷଣାର୍ଥ) ଧ୍ୱଂସ କରିବା — (Figurative) To destroy; to ruin
- ଦେ. କ୍ରି (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂ. ଚକ୍ଷଣ; ଲେହନ) — (ଯଥା—କ୍ଷଣକ ମଧ୍ୟରେ ନିଆଁ ରାଜପ୍ରସାଦକୁ ଚାଟି ଦେଇଗଲା।)
- ଦେ. କ୍ରି (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂ. ଚକ୍ଷଣ; ଲେହନ) — [ଦ୍ର—ଚାଟିବା କ୍ରିୟାର ଅସାମପିକାରୂପ ସଙ୍ଗେ ଖାଇବା ଦେବା, ପକାଇବା, ଯିବା କ୍ରିୟାମାନଙ୍କର ସମାପିକାରୂପ ଯୁକ୍ତ ହୁଏ।]