ଚାଟଶାଳିଆ Chāṭaṡāḻiā
- ଦେ. ବିଣ — ପାଠଶାଳାରେ ଶିକ୍ଷା ଦିଆଯିବା (ପାଠ) — Learnt in the village-school
- ଦେ. ବିଣ — ପାଠଶାଳାରେ ପଢୁଥିବା (ଛାତ୍ର) — Studying in the village-school
- ଦେ. ବିଣ — ପାଠଶାଳାରେ ବ୍ଯବହୃତ (ଦଣ୍ଡ) — (punishment) In vogue in village-schools
- ଦେ. ବିଣ — ଚାହାଳୀ ସମ୍ବନ୍ଧୀୟ — Relating to a village-school