ଚାଟକେର Chāṭakera

  • ସଂ. ବି (ସଂ. ଚଟକା=ମାଈ ଘରଚଟିଆ+ଅପତ୍ୟାର୍ଥେ ଏର; ଚଟକାର ସନ୍ତାନ) — ଛୁଆ ଘରଚଟିଆ ଚଢ଼େଇ — The young ones of the sparrow