ଚାଞ୍ଛିବା Chān̄chhibā
- ଦେ. କ୍ରି. (ସଂ ତକ୍ଷ ଧାତୁ) — କାଠ ବା ଫଳର ଚୋପା ଛଡ଼ାଇବା; ତାଞ୍ଛିବା; ଛେଲିବା — To scrape off the bark or rind from a wood, branch or fruit
- ଦେ. କ୍ରି. (ସଂ ତକ୍ଷ ଧାତୁ) — ଭୂମି ଉପରୁ ଘାସ ସହିତ ମାଟିର ପତଳା ସ୍ତର ଉଠାଇବା — To scrape off grass from the ground
- ଦେ. କ୍ରି. (ସଂ ତକ୍ଷ ଧାତୁ) — ବାମ ଦକ୍ଷିଣେ ଜିହ୍ୱା ଚାଳି, ଚାଞ୍ଚିଲା ବାଟ ପ୍ରାୟ ଝଳି—ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ସଂ ତକ୍ଷ ଧାତୁ) — ଉପରୁ ପତଳା ପ୍ରସ୍ତ ଉଠାଇବା — To pare; to clip; to prune; to trim