ଚାଚପୁଟ Chāchaputa

  • ସଂ. ବି — ସଙ୍ଗୀତରେ ତାଳର 60 ପ୍ରକାର ମୁଖ୍ୟ ଭେଦ ମଧ୍ୟରୁ ଏକ (ହି. ଶବ୍ଦସାଗର) — ସଙ୍ଗୀତରେ ତାଳର60ପ୍ରକାର ମୁଖ୍ୟ ଭେଦ ମଧ୍ୟରୁ ଏକ (ହି. ଶବ୍ଦସାଗର)—One of the 60 musical measures in Hindu music
  • ସଂ. ବି — [ଦ୍ର—ଏଥିରେ ଏକ ଲଘୁ, ଏକ ଗୁରୁ, ଏକ ପ୍ଳୁତ ସ୍ୱର ଥାଏ।]
  • ଦେ. ବି (ସଂ. ଚଞ୍ଚୁପୁଟ; ପକ୍ଷୀର ଥଣ୍ଟ ସଦୃଶ୍ ଏକତ୍ର ସଂଯୁକ୍ତ ହେବାରୁ; କିମ୍ବା ସଂ. ଚାଚପୁଟ=ତାଳଭେଦ) — ଦୁଇଖଣ୍ଡ କାଠରେ ବଜାଯିବା ବାଦ୍ୟବିଶେଷ; କରତାଳିକା ବାଦ୍ୟ — A kind of musical instrument; the castanets consisting of 2 concave and flat pieces of wood sounded by clapping together