ଚାଙ୍ଗୁ Chāṅgu

  • ପ୍ରାଦେ. (ଗଡ଼ଜାତ) ବି — ଓଡ଼ିଶା ଗଡ଼ଜାତର ଜୁଆଙ୍ଗ ଆଦି ଅଧିବାସୀଙ୍କର ଚାଙ୍ଗୁବାଦ୍ୟ ସହ ନାଟ — A dance prevalent among the wild tribes of the Oriya agency tracts
  • ପ୍ରାଦେ. (ଗଡ଼ଜାତ) ବି — ଚାଙ୍ଗୁବାଦ୍ୟ (ଦେଖ) — Chāṅgubādya (See)