ଚାଙ୍ଗୁନାଟ Chāṅgunāṭa

  • ପ୍ରାଦେ. (ଗଡ଼ଜାତ) ବି — ଚାଙ୍ଗୁ ବାଦ୍ୟସହ ଅନାର୍ଯ୍ୟମାନଙ୍କର ନୃତ୍ୟବିଶେଷ — A dancing accompanied with the music of Chāṅgu
  • ପ୍ରାଦେ. (ଗଡ଼ଜାତ) ବି — ରାତିଯାକ ବସି ଶିଖରେ ଜୁଆଙ୍ଗେ କରୁଥିବେ ଚାଙ୍ଗୁନାଟ। ରାଧାନାଥ, ପାର୍ବତୀ।