ଚାଙ୍ଗୁଡ଼ି Chāṅguṟḍ̠i

  • ଦେ. ବି — ଛୋଟ ଡାଲା; ଚାଙ୍ଗଡ଼ି — A small tray
  • ଦେ. ବି — ବାଳକ ବାଳିକା ଧରଣ ଚାଙ୍ଗୁଡ଼ି ଫୁଲ ତୋଳୁଛନ୍ତି ଦଉଡ଼ି ଦଉଡ଼ି। ମଧୁସୂଦନ, ପ୍ରଭାତ।
  • ଦେ. ବି — ବାକ୍ସ ବା ପେଡ଼ିର ମୁହଁ ବା ଢାଙ୍କୁଣୀ — The cover for a box