ଚାଖୁଣିଆ Chākhuṇiā
- ଦେ. ବି (ସଂ. ଚକ୍ଷଣ) — ରାଜଭୋଜ୍ୟ ଖାଦ୍ୟକୁ ଆସ୍ୱାଦନ କରି ପରୀକ୍ଷା କରିବା ନିମନ୍ତେ ନିଯୁକ୍ତ ଭୃତ୍ୟ — A servant whose duty is to taste the food prepared for the king before it is taken by the king
- ଦେ. ବି (ସଂ. ଚକ୍ଷଣ) — [ଦ୍ର— ରାଜାମାନଙ୍କ ଖାଦ୍ୟରେ ବିଷପ୍ରୟୋଗର ଆଶଙ୍କା ଥିବାରୁ ପ୍ରଥମେ ଜଣେ ଲୋକ ଦ୍ୱାରା ଖାଦ୍ୟ ପରୀକ୍ଷା କରିବାର ବିଧି ଥିଲା। ବର୍ତ୍ତମାନ ମଧ୍ୟ ଏ ବିଧି ସ୍ଥାନେ ସ୍ଥାନେ ଚଳୁଅଛି।]
- ଦେ. ବିଣ — ଚାଖୁଣିଆ; ଯେ ଚାଖେ — One who tries or examines the taste of a food