ଚାକୁଳିଆ Chākuḻiā

  • ଦେ. ବି. (ସଂ. ଚକ୍ରକୁଲ୍ୟା) — କୃଷ୍ଣପର୍ଣ୍ଣୀ; ଶିମ୍ବାଦି ବର୍ଗର ବନ୍ୟ ହ୍ରସ୍ୱାକାର କ୍ଷୁପବିଶେଷ — Uraria Lagopoides; Hemionites Cordifolia
  • ଦେ. ବି. (ସଂ. ଚକ୍ରକୁଲ୍ୟା) — [ଦ୍ର—ଏହାର ପତ୍ର ପ୍ରାୟ ଗୋଲ ଓ ଲୋମଶ; ଫୁଲ ଆରକ୍ତ ଓ ବହୁ ପରିମାଣରେ ଫୁଟେ; ଛୁଇଁରେ 2 ଟି ଗଣ୍ଠି ଦିହକୁଦିହ ଲାଗିଥାଏ। ଗଛ ଲଟାଇଲାବେଳେ ପ୍ରତି ଗଣ୍ଠିରୁ ଚେର ବାହାରେ। ଏହା ତ୍ରିଦୋଷନାଶକ, ଶୁକ୍ରବର୍ଦ୍ଧକ, ଉଷ୍ଣବୀର୍ଯ୍ୟ, ମଧୁରରସ ଓ ସାରକ। ଏହା ଦାହ, ଜ୍ୱର, ଶ୍ୱାସ, ରକ୍ତାତିସାର, ତୃଷ୍ଣା ଓ ବମନ ନିବାରକ।] — [ଦ୍ର—ଏହାର ପତ୍ର ପ୍ରାୟ ଗୋଲ ଓ ଲୋମଶ; ଫୁଲ ଆରକ୍ତ ଓ ବହୁ ପରିମାଣରେ ଫୁଟେ; ଛୁଇଁରେ2ଟି ଗଣ୍ଠି ଦିହକୁଦିହ ଲାଗିଥାଏ ଗଛ ଲଟାଇଲାବେଳେ ପ୍ରତି ଗଣ୍ଠିରୁ ଚେର ବାହାରେ ଏହା ତ୍ରିଦୋଷନାଶକ, ଶୁକ୍ରବର୍ଦ୍ଧକ, ଉଷ୍ଣବୀର୍ଯ୍ୟ, ମଧୁରରସ ଓ ସାରକ ଏହା ଦାହ, ଜ୍ୱର, ଶ୍ୱାସ, ରକ୍ତାତିସାର, ତୃଷ୍ଣା ଓ ବମନ ନିବାରକ]