ଚାକୁଚାକୁ Chākuchāku

  • ଦେ. ଅ. (ଧନ୍ୟନୁକରଣ) — ପାଣିଆ ଜିନିଷକୁ ବିରାଡ଼ି କୁକୁର ଆଦି ଜିଭରେ ଚାଟିଲେ ଯେଉଁ ଶବ୍ଦ ହୁଏ — Sound of cats and dogs eating any watery substance by licking