ଚାକିରି ବାକିରି Chākiri bākiri

  • ଦେ. ବି. (ଧ୍ୱନ୍ୟନୁକାରୀ ନିରର୍ଥକ 2 ୟ ସହଚର) — ଚାକିରି ଆଦି; ଚାକିରି ବା ସେହିପରି ଆଉ କିଛି ଅବଲମ୍ବନ — Services etc; service or some such occupation