ଚାକରବାକର Chākarabākara
- ଦେ. ବି. (ଧ୍ୱନ୍ୟନୁକାରୀ ନିରର୍ଥକ ଦ୍ୱିତୀୟ ସହଚର) — ଭୃତ୍ୟାଦି; ଅନୁଚରବର୍ଗ — Servants; attendants; followers
- ଦେ. ବି. (ଧ୍ୱନ୍ୟନୁକାରୀ ନିରର୍ଥକ ଦ୍ୱିତୀୟ ସହଚର) — କୁବ୍ରା ଚାକରବାକର ସମସ୍ତଙ୍କୁ ହାତ କରି x ପୋଷ୍ୟ ପୁତ୍ର ବୋଲି ସରକାରରୁ ବାହାଲ୍ ହୋଇ ଆସିଲା—ଫକୀରମୋହନ—ଗଳ୍ପସ୍ୱଳ୍ପ।