ଚାକଚକ୍ୟ Chākachakya

  • ସଂ. ବି. (ଚକ୍ ଧାତୁ=ତୃପ୍ତ ହେବା; ଦ୍ୱିତ୍ନ; ଚକଚକ ଧାତୁ +ଭାବ. ଅ) — ବର୍ଣ୍ଣର ଉଜ୍ଜ୍ୱଳତା; ଦୀପ୍ତି; ଚିକିଚିକି — Brightness; glitter; brilliance