ଚାଉଳିଆ ଗୁଣା Chāuḻiā guṇā

  • ଦେ. ବି (ବଣିଆଶବ୍ଦ) — ଦୁଇ ଧାଡ଼ି ରୁଆ ବସା ହୋଇଥିବା, ମଝିରେ ପଥର ଘରା ଥିବା ଏକପ୍ରକାର ଗୋଲ ଗୁଣା; ଯାଉଁଳି ଗୁଣା — A kind of nose ring