ଚାଉଳିଆ କେଳା Chāuḻiā keḻā

  • ଦେ. ବି — ଏକଜାତୀୟ କେଳା — A wandering tribe
  • ଦେ. ବି — [ଦ୍ର—ଏ କେଳାଙ୍କ ସ୍ତ୍ରୀମାନେ ଅଳଙ୍କାର ମାଜିବାରେ ବ୍ଯବହୃତ ହେଉଥିବା ବେଣାଚେରର ମୁଠା ଓ ତାଳପତ୍ର ଝୁମୁକା ପ୍ରସ୍ତୁତ କରି ବିକ୍ରୟ କରନ୍ତି।]