ଚାଉଳ ବାଛିବା Chāuḻa bāchhibā

  • ଦେ. କ୍ରି. — ଅନ୍ନ ପାକାର୍ଥ ଚାଉଳରୁ ଧାନ, ଗୋଡ଼ି ଆଦି କାଢ଼ି ପରିଷ୍କାର କରିବା — To pick out foreign matters or particles from a quantity of rice before boiling it for food