ଚାଉଁଚାଉଁଆଁ Chāuñchāuñāñ
- ଦେ. ଅ — ନିଛଟିଆ ହେବାଯୋଗୁଁ ଡର ବା ଭୟ — Fear on being lonely
- ଦେ. ଅ — ନିର୍ଜନତା ଯୋଗୁଁ ଭୟପ୍ରଦ (ସ୍ଥାନ) — (a place) Fearful on account of being lonely
- ଦେ. ଅ — ନିଛାଟିଆ; ନିର୍ଜନ — Lonely; lonesome
- ଦେ. ଅ — କୌଣସି ବସ୍ତୁ ହଠାତ୍ ଉପସ୍ଥିତ ହେବା ଦେଖି ତ୍ରସ୍ତ — Startled or frightened on account of sudden appearance of a thing