ଚାଇଁମାରିବା Chāiñmāribā

  • ଦେ. କ୍ରି — ଧପ୍ପାମାରିବା — To practise cheating
  • ଦେ. କ୍ରି — ଆଖି ଆଗରୁ କୌଣସି ପଦାର୍ଥ ଚୋରି କରି ନେବା — To steal a thing before one's eyes; to pilfer