ଚାଇଁଚାଇଁ Chāiñchāiñ

  • ଦେ. ଅ — ତୀକ୍ଷଣ୍-ସ୍ପର୍ଶ-ଅନୁଭୂତି ସହିତ — A Sharp biting sensation
  • ଦେ. ଅ — ଚିଆଁ ବା ନିଆଁଖୁଣ୍ଟା ଦେହରେ ମାଡ଼ି ଦେଲେ ଯେଉଁ ଅନୁଭୂତି ହୁଏ ସେହିପରି — A burning sensation in the body (when touched with a searing rod.)
  • ଦେ. ଅ — ଦେହରେ ଛୁଞ୍ଚି ଫୋଡ଼ି ହୋଇ ଗଲେ ଯେଉଁ କଷ୍ଟ ଅନୁଭୂତ ହୁଏ — The pang of a pin pricking the body
  • ଦେ. ଅ — ଶୀଘ୍ର ଶୀଘ୍ର — Repeatedly; in quick succession
  • ଦେ. ଅ — ଘନ ଘନ ଦେହ ଘୋଳି ବିନ୍ଧି ହେବାର ଅନୁଭୂତି ସହିତ — With a feeling of repeated momentary pangs in the system (as by pin-prick or pricking with a fire brand.)
  • ଦେ. ଅ — ତାତିଲା ଲୁହା ଉପରେ ବା ତାତିଲା ହାଣ୍ଡିରେ ଟୋପା ଟୋପା ପାଣି ପଡ଼ିବାରୁ ଶବ୍ଦ; ଚେଁଚେଁ ଶବ୍ଦ — Sound produced by drops of water falling. on a red-hot metal or earthen pot