ଚାଇଁଖସିବା Chāñkhasibā

  • ଦେ. ବି — ଭୟରେ ଛାନିଆ ପଶିବା; ହୃଦୟରେ ହଠାତ୍ ଭୟଜାତ ହେବା — Becoming terrified
  • ଦେ. ବି — (ଯଥା— ସେଠାରେ ହାଣକାଟ ହେଇଥିବା ଖବର ଶୁଣି ତାର ବା ତାଠଉଁ ଚାଇଁ ଖସିଲା।)