ଚାଇଁକରିବା Chāiñkaribā

  • ଦେ. କ୍ରି — ତାତିବା; ଉତ୍ତପ୍ତ ହେବା — To become heated
  • ଦେ. କ୍ରି — ଚାଇଁ ଶବ୍ଦ କରିବା — To Produce the sound. of a drop of water falling on a very hot metal