ଚହରାଇବା Chaharāibā

  • ପ୍ରାଦେ. (ସମ୍ବଲପୁର; ତୁଳ ହି. ଚହର୍ନା=ଆନନ୍ଦିତ ହେବା) କ୍ରି. — ପ୍ରଲୋଭନ ଦେଖାଇବା — To hold out temptation; to allure