ଚହଟି ହେବା Chahaṭi hebā

  • ଦେ. କ୍ରି. — ଦଣ୍ଡକିରି ମାଛ ପରି ଉପରକୁ ଉଠି ଫର ଫର ହେବା; ପ୍ରକାଶିତ ହେବା — To flutter or become prominent
  • ଦେ. କ୍ରି. — ବ୍ରାହ୍ମଣକୁଳେ ଜନ୍ମି ବିଷ୍ଣୁବଲ୍ଲଭ ପୁଏ। ଚହଟି ହେଉଛନ୍ତି ସଫରୀ ମୀନ ପ୍ରାୟେ। ପୀତାମ୍ବର, ନୃସିଂହପୁରାଣ