ଚହକଚିକଣ Chahakachikaṇa
- ଦେ. ବିଣ. (ସଂ. ଚମତ୍କାର+ଚିକ୍କଣ) — ଚାକଚକ୍ୟଯୁକ୍ତ; ଚାହିକିଚିକଣ — Splendid; gorgeous
- ଦେ. ବିଣ. (ସଂ. ଚମତ୍କାର+ଚିକ୍କଣ) — ବେଶଭୂଷାରେ ସୁସଜ୍ଜିତ — Dressed gorgeously
- ଦେ. ବିଣ. (ସଂ. ଚମତ୍କାର+ଚିକ୍କଣ) — 3 ବିଳାସପ୍ରିୟ — 3ବିଳାସପ୍ରିୟ—3. Luxurious; fond of luxury