ଚଳୁ ଲାଗିବା Chaḻu lāgibā

  • ଦେ. ବି — ବ୍ରାହ୍ମଣମାନଙ୍କର ପଂକ୍ତିଭୋଜନ ସଭାରେ ଭୋଜନ ପୂର୍ବରୁ ଆତମନ ବା ଚଳୁର ବିଧି ପାଳନ କରିବା; ଆଚମନବିଧି ପାଳନ — The act of performing the rites of 'Chaḻu' as observed by Brahmans in a caste-dinner before taking meals