ଚଳୁ କରିବା Chaḻu karibā

  • ଦେ. କ୍ରି — ଗଣ୍ଡୂଷ ପରିମିତ ଜଳ ପାନ କରିବା — To sip a handful of water
  • ଦେ. କ୍ରି — ଏ ନାମ ଅଗସ୍ତି ଭାବିଲେ, ସାତ ସମୁଦ୍ର ଚଳୁ କଲେ। ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା।
  • ଦେ. କ୍ରି — ବ୍ରାହ୍ମଣର ଖାଇବା ପୂର୍ବରୁ ଓ ପରେ ଚଳୁବିଧି ପାଳନ କରିବା — To perform the rites of chaḻu before and after meals
  • ଦେ. କ୍ରି — (ଲକ୍ଷଣାର୍ଥ) ଭୋଜନ କରିବା — (fig) To eat
  • ଦେ. କ୍ରି — ଭୋଜନରେ ବସିବା — To sit at meal
  • ଦେ. କ୍ରି — (ଲକ୍ଷଣାର୍ଥ) ଆତ୍ମସାତ୍ କରିବା — (figurative) To appropriate