ଚଳିଷ୍ଣୁ Chaḻishṇu

  • ସଂ. ବିଣ (ଚଳ୍ ଧାତୁ+ଶୀଳାର୍ଥରେ. ଇଷ୍ଣୁ) — ଗମନଶୀଳ; ଗତିବିଶିଷ୍ଟ — Moving
  • ସଂ. ବିଣ (ଚଳ୍ ଧାତୁ+ଶୀଳାର୍ଥରେ. ଇଷ୍ଣୁ) — ଗମନୋଦ୍ୟତ; ଗମନୋନ୍ନୁଖ — About to go