ଚଳିଉଠିବା Chaḻiuṭhibā

  • ଦେ. କ୍ରି — ହଠାତ୍ ରାଗିଯିବା; ରାଗାନ୍ୱିତ ହେବା — To be easily irritated
  • ଦେ. କ୍ରି — ରାକ୍ଷସ ବୋଇଲା ଭଗ୍ନୀକି ଚଳିଉଠି ତାହାକୁ କି କହୁଛୁ ମୋତେ କରି ପିଠି—କୃଷ୍ଣସିଂହ, ମହାଭାରତ, ବନ।