ଚଳି ହେବା Chaḻi hebā
- ଦେ. କ୍ରି — କୌଣସି ବ୍ଯକ୍ତି ପ୍ରତି ବିରକ୍ତ ହୋଇ ଗାଳିଦେବା ବା ବିରକ୍ତି ପ୍ରକାଶ କରିବା — To give vent to one's displeasure
- ଦେ. କ୍ରି — ଲୋଡ଼ି ମୋତେ ଗୁରୁଜନେ ଚଳି ହେଉଥିବେ ପରା ଡାକି—କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି — ସୁବିଧାଜନକଭାବରେ ଚଳପ୍ରଚଳ ହେବା; ସୁବିଧା — Convenience; being convenient for one's movements
- ଦେ. ବି — (ଯଥା—ଏଠାରେ ବିଶେଷ ଗୋଳମାଳ ଲାଗିବାରୁ ଏଣିକି ଚଳି ହେବା କଥା ଦିଶୁ ନାହିଁ।)