ଚଳାୟିବା Chaḻāyibā

  • ଦେ. କ୍ରି (ପ୍ରାଚୀନ ପଦ୍ଯ) (ସଂ. ଚଳ୍ ଧାତୁ) — ଚଳିବା; ଗତି କରିବା — To go
  • ଦେ. କ୍ରି (ପ୍ରାଚୀନ ପଦ୍ଯ) (ସଂ. ଚଳ୍ ଧାତୁ) — ଦିବ୍ଯବେଶ ସର୍ବ ରାଣୀ ଯାର ଯେତେ ପରିଜନୀ ସେବାୟୁଧ ସଙ୍ଗେ ଘେନି ସର୍ବେ ଚଳା ୟ—ପ୍ରାଚୀ, ରହସ୍ୟମଞ୍ଜରୀ।