ଚଳାମଣି Chaḻāmaṇi

  • ପ୍ରାଦେ (ଗଞ୍ଜାମ) ବି — ଦେଶରେ କୌଣସି ଧାତୁ ବା ମୁଦ୍ରାର ଆଦାନପ୍ରଦାନ ଓ କାରବାରରେ ପ୍ରଚଳନ; ଚଳଣି — Currency
  • ପ୍ରାଦେ (ଗଞ୍ଜାମ) ବି — ଚୀନଦେଶ କ୍ରମେ ରୁପା ଚଳାମଣି ବନ୍ଦ କରିବାପାଇଁ ନାନା ଉପାୟ କରିଛି। ଦୈନିକ ଆଶା 15।2।31 । — ଚୀନଦେଶ କ୍ରମେ ରୁପା ଚଳାମଣି ବନ୍ଦ କରିବାପାଇଁ ନାନା ଉପାୟ କରିଛି ଦୈନିକ ଆଶା15231