ଚଳନ୍ତି Chaḻanti
- ଦେ. ବିଣ. (ସଂ. ଚଳତ୍) — ପ୍ରଚଳିତ; ଚଳୁଥିବା — In use; current; in vogue
- ଦେ. ବିଣ. (ସଂ. ଚଳତ୍) — ଗତି କରୁଥିବା; ଗତିଶୀଳ; ଜଙ୍ଗମ — Having motion; moving; movable
- ଦେ. ବିଣ. (ସଂ. ଚଳତ୍) — (ଯଥା—ଚଳନ୍ତି ଶଗଡ଼ରେ ହାତ ପୂରାଇବା—ନ୍ଯାୟ।)
- ଦେ. ବିଣ. (ସଂ. ଚଳତ୍) — ଅଧୁନା ବ୍ଯବହୃତ; ଉପସ୍ଥିତ; ବର୍ତ୍ତମାନ ଘଟୁଥିବା; ଅଧୁନା ଲକ୍ଷିତ — Present; happening now
- ଦେ. ବିଣ. (ସଂ. ଚଳତ୍) — ବ୍ଯବହାରରେ ଯାହାର ନେବା ଦେବା ହେଉଅଛି — Now in circulation (e.g. coin)
- ଦେ. ବିଣ. (ସଂ. ଚଳତ୍) — (ଯଥା—ଚଳନ୍ତି ମୁଦ୍ରା।)
- ଦେ. ବିଣ. (ସଂ. ଚଳତ୍) — ଅସ୍ଥାବର ସମ୍ପତ୍ତି — Movable (Property)
- ଦେ. ବିଣ. (ସଂ. ଚଳତ୍) — ଯେଉଁ ମୁଦ୍ରାଦିରେ କୌଣସି ଦୋଷ (ଯଥା—ଘଷରା ହୋଇଥିବା, ଭେଲ, କୌଣସି ଅଂଶରେ ଦାଗ ବା କଟା ଚିହ୍ନ ନ ଥିବା) ନ ଥିବାରୁ ତାହା ଚଳିବାରେ ବାଧା ନ ଥାଏ; ଚଳନୀୟ — Circulable (coin) Which is not defective
- ଦେ. ବି — ଚଳନ୍ତି ମାଲ (ଦେଖ) — Chaḻantimāla (See)