ଚଳନ୍ତି ମୁଦ୍ରା Chaḻanti mudrā

  • ଦେ. ବି. (ସଂ. ଚଳତ୍+ଓ. ମୁଦା) — ପ୍ରଚଳିତ ମୁଦ୍ରା; ଯେଉଁ ମୁଦ୍ରା ଧନାଦିର ବିନିମୟରେ ବ୍ଯବହୃତ ହୁଏ — Current coin
  • ଦେ. ବି. (ସଂ. ଚଳତ୍+ଓ. ମୁଦା) — ଯେଉଁ ମୁଦ୍ରାର ରାଜକୀୟ ଛାପ ଆଦି ଘଷରା ହୋଇ ନ ଥାଏ ଓ ଯହିଁରେ ଦାଗ ଆଦି ନ ଥାଏ — A coin in which the marks have not been worn out