ଚଳନ୍ତି କୋରଖ Chaḻanti korakha

  • ଦେ. ବି (ସଂ. ଚଲତ୍+ଫା. କୁର୍କ୍) — ଡିଗ୍ରିଦାରର ଦେୟ ପରିଶୋଧାର୍ଥ ଦେଣଦାରର ଅସ୍ଥାବର ସମ୍ପତ୍ତି ବିକ୍ରି ହେବାପାଇଁ ଅଦାଲତଦ୍ୱାରା ଅଟକା ହେବା — Confiscation or attachment of the movables of a judgement debtor