ଚଳନସହି Chaḻanasahi

  • ଦେ. ବିଣ.—(ସଂ. ଚଳନ ଓ ସହ ଧାତୁ) — କାର୍ଯ୍ୟ ଚଳିବାର ଉପଯୁକ୍ତ; ଯାହା ଦ୍ୱାରା କାମ ଚଳି ଯାଇପାରେ — Passable; tolerable
  • ଦେ. ବିଣ.—(ସଂ. ଚଳନ ଓ ସହ ଧାତୁ) — ସାଧାରଣରେ ପ୍ରଚଳିତ — In current or ordinary use