ଚଳନକ୍ଷମ Chaḻanakshama

  • ସଂ. ବିଣ. ପୁଂ.—(ଚଳନ+କ୍ଷମ୍+କର୍ତ୍ତୃ. ଅ) — ଚାଲି ବୁଲିବାକୁ ସମର୍ଥ — Able to walk or move about
  • ସଂ. ବିଣ. ପୁଂ.—(ଚଳନ+କ୍ଷମ୍+କର୍ତ୍ତୃ. ଅ) — ଚଳନସହି (ଦେଖ) — Chaḻanasahi (See)