ଚଳନକ୍ଷମତା Chaḻanakshamatā

  • ( 6 ଷ୍ଠୀ ତତ୍; ଚଳନ+କ୍ଷମତା) — ଚାଲିବାର ଶକ୍ତି ବା ସାମର୍ଥ୍ୟ; ଚଳଚ୍ଛକ୍ତି — Strength or ability to move about