ଚଲାବୁଲା Chalābulā
- ଦେ. ବି (ଏକାର୍ଥକ ସହଚର; ସଂ. ଚଳନ+ଭ୍ରମଣ) — ଇତସ୍ତତଃ ଗମନ — Moving to and fro
- ଦେ. ବି (ଏକାର୍ଥକ ସହଚର; ସଂ. ଚଳନ+ଭ୍ରମଣ) — ଇତସ୍ତତଃ ଭ୍ରମଣ — Walking about
- ଦେ. ବି (ଏକାର୍ଥକ ସହଚର; ସଂ. ଚଳନ+ଭ୍ରମଣ) — ଯାତାୟାତ କରିବା — Frequenting
- ଦେ. ବି (ଏକାର୍ଥକ ସହଚର; ସଂ. ଚଳନ+ଭ୍ରମଣ) — ପାଦଚାରଣ — Walking
- ଦେ. ବିଣ — ଇତସ୍ତତଃ ଭ୍ରମଣ କରୁଥିବା — Moving about