ଚର୍ମପୁଡ଼ା Charmapuṟḍ̠ā

  • ଦେ. ବି. (ସଂ. ଚର୍ମପୁଟିକା) — ଚମମୁଣା — Leather beg
  • ଦେ. ବି. (ସଂ. ଚର୍ମପୁଟିକା) — ମାତା ଚର୍ମପୁଡ଼ା ସ୍ୱରୂପା ମହୀକ୍ଷିତ ତାଠାରେ ପୁତ୍ରରୂପେ ପିତାହୁଏ ଜାତ। କୃଷ୍ଣସିଂହ, ମହାଭାରତ, ଆଦି।