ଚର୍ମପୀଡ଼ିକା Charmapīṟḍ̠ikā
- ସଂ. ବି. ସ୍ତ୍ରୀ (ଚର୍ମ+ପୀଡ଼ ଧାତୁ+ଇକ+ଆ) — ଏକପ୍ରକାର ମସୂରିକା ବା ବସନ୍ତ ରୋଗ — A kind of small pox
- ସଂ. ବି. ସ୍ତ୍ରୀ (ଚର୍ମ+ପୀଡ଼ ଧାତୁ+ଇକ+ଆ) — [ଦ୍ର—ଏଥିରେ ରୋଗୀର ଗଳା ବନ୍ଦ ହୋଇଯାଏ ହୋଇଯାଏ ଓ ପ୍ରଳାପ ଓ ବ୍ୟାକୁଳତା ହୁଏ। ହି. ଶବ୍ଦସାଗର।]
- ସଂ. ବି. ସ୍ତ୍ରୀ (ଚର୍ମ+ପୀଡ଼ ଧାତୁ+ଇକ+ଆ) — ଦେହରେ ବିରି ବିରି ହୋଇ ଫଳିବା କୁଣ୍ଡିଆ — Small pimples or eruptions on the body
- ସଂ. ବି. ସ୍ତ୍ରୀ (ଚର୍ମ+ପୀଡ଼ ଧାତୁ+ଇକ+ଆ) — ମିଳିମିଳା — Measles