ଚର୍ମଦ୍ରୁମ Charmadruma

  • ସଂ. ବି — ଭୁର୍ଜ ପତ୍ରର ଗଛ (ଯାହାର ପାତଳା ଛାଲ କାଗଜରୂପେ ଲେଖିବାରେ ବ୍ଯବହୃତ ହୋଇପାରେ) — A variety of the birch tree whose thin bark was used for paper; Betula Bhurja