ଚର୍ମତରଙ୍ଗ Charmataraṅga

  • ସଂ. ବି. (ଜରା ବା ରୋଗଗ୍ରସ୍ତ ବ୍ଯକ୍ତିର) — ଶିଥିଳ ଚର୍ମ୍ମ; ବଳିପଳିତ ଚର୍ମ — Hanging skin of an old or sick person
  • ସଂ. ବି. (ଜରା ବା ରୋଗଗ୍ରସ୍ତ ବ୍ଯକ୍ତିର) — ପଳିତ ଚର୍ମର ବଳି — Folds or flaps of hanging skin of an old or sick person
  • ସଂ. ବି. (ଜରା ବା ରୋଗଗ୍ରସ୍ତ ବ୍ଯକ୍ତିର) — ସ୍ଥୂଳକାୟ ବ୍ଯକ୍ତିଙ୍କ ପେଟର ମେରୁ ଓହୋଳିଥିବା ପୁଟୀ — Folds of skin bulging out of the belly of a fat person