ଚର୍ମଚଟିକା Charmachaṭikā

  • ସଂ. ବି. ସ୍ତ୍ରୀ. (ଚମ+ଚଟ୍+ଇକ+ସ୍ତ୍ରୀ. ଆ) — ଚମଚିକା; ଚମରଚଟିଆ; ଚେମିଣି — The small house bat; Cynopterus Marginatus
  • ସଂ. ବି. ସ୍ତ୍ରୀ. (ଚମ+ଚଟ୍+ଇକ+ସ୍ତ୍ରୀ. ଆ) — [ଦ୍ର—ଏମାନେ ଘରେ ଓ ଦେଉଳରେ ରହନ୍ତି।]