ଚର୍ମଚଟକ Charmachaṭaka

  • ସଂ. ବି. ଫୁ. (ଚର୍ମ+ଚଟ୍=ଆବରଣ କରିବା+ଅକ; ଯାହାର ପକ୍ଷ ଚର୍ମଦ୍ୱାରା ଆବୃତ) — ବାଦୁଡ଼ି — Bat; flying fox
  • ସଂ. ବି. ଫୁ. (ଚର୍ମ+ଚଟ୍=ଆବରଣ କରିବା+ଅକ; ଯାହାର ପକ୍ଷ ଚର୍ମଦ୍ୱାରା ଆବୃତ) — [ଦ୍ର—ଏମାନେ ଗଛରେ ରହନ୍ତି।]