ଚର୍ବ୍ୱ୍ଯ ଚୂଷ୍ୟ ଲେହ୍ୟ ପେୟ Charbbya chūshya lehya peya
- ସଂ. ବିଣ. (ଦ୍ୱନ୍ଦ୍ୱ; କିନ୍ତୁ ବିଶେଷ୍ୟରୂପେ ଭାଷାରେ ବ୍ଯବହାର) — ସବୁପ୍ରକାରର ଖାଦ୍ୟଦ୍ରବ୍ୟ; ଯାହା ଚୋବାଇ କରି, ଯାହା ଚୋଷିକରି, ଯାହା ଚାଟିକରି ଓ ଯାହା ପିଇକରି ଖିଆ— ଯାଏ — Food of every kind; sundry eatables (consisting of articles taken by chewing, by sucking, by licking and by drinking.)
- ସଂ. ବିଣ. (ଦ୍ୱନ୍ଦ୍ୱ; କିନ୍ତୁ ବିଶେଷ୍ୟରୂପେ ଭାଷାରେ ବ୍ଯବହାର) — [ଦ୍ର—କେହି କେହି ଲେଖକ ଚର୍ବ୍ୱ୍ୟ, ଚୂଷ୍ୟ, ଲେହ୍ୟ, ପେୟ ସ୍ଥଳରେ ଅଶୁଦ୍ଧରୂପେ ଚବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ବ୍ଯବହାର କରିବାରେ ଦେଖାଯାଏ।]